fbpx

ଧାମରା ବନ୍ଦରରେ ଲାଗିଲା ଚୀନ୍ ଜାହାଜ

ଭଦ୍ରକ,୨୦ ।୨(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରେ ଆଜି ୨ ଟି ଚୀନ୍ ଜାହାଜ ଲାଗିଛି । ଜାହାଜରୁ ପତାକା କାଢି ରହିଛନ୍ତି କର୍ମଚାରୀ । ଅନ୍ୟପଟେ ଧାମରାରେ ଜାହାଜ ଲାଗିବାରୁ ଏହାକୁ ବିରୋଧ କରୁଛନ୍ତି ବନ୍ଦର କର୍ମଚାରୀ । ଚୀନରେ ବ୍ୟାପୁଥିବା ‘କରୋନା’ ଭାଇରସ୍ ସମୟରେ ଜାହାଜ ଆସିଥିବାରୁ ଏହାକୁ ବିରୋଧ କରାଯାଉଛି । ତେବେ ୨ ଟି ଜାହାଜରେ ଆଇରନ ପ୍ଲେଟ ଓ କୋଇଲା ଆସିଥିବା ଜଣାପଡିଛି ।

Get real time updates directly on you device, subscribe now.