fbpx

ଭାରତ ବାୟୋଟେକ୍‌ କ୍ୟାମ୍ପସକୁ ସୁରକ୍ଷା ଦେବ ସିଆଇଏସ୍‌ଏଫର ସଶସ୍ତ୍ର ଯବାନ, ୧୪ ଜୁନ୍‌ରୁ ମତୟନ ହେବେ…

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କ୍ୟାମ୍ପସକୁ ସୁରକ୍ଷା ଯୋଗାଇବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌) । ଶମିରପେଟ ସ୍ଥିତ ନୋମ ଉପତ୍ୟକାରେ ଥିବା କମ୍ପାନୀର ରେଜିଷ୍ଟର ଅଫିସ ଏବଂ ଉତ୍ପାଦନ ପ୍ଲାଣ୍ଟକୁ ସିଆଇଏସ୍‌ଏଫ୍‌ର ୬୪ ଜଣ ସଶସ୍ତ୍ର ଯବାନ ସୁରକ୍ଷା ଦେବେ । ଏହି ଟିମ ଜଣେ ଇନସ୍ପପେକ୍ଟର ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ କାର୍ଯ୍ୟ କରିବେ ଏବଂ ଆସନ୍ତା ୧୪ ତାରିଖରୁ ଏହି ସୁରକ୍ଷା ପ୍ରଦାନ କରାଯିବ ବୋଲି ସିଆଇଏସ୍‌ଏଫ୍‌ର ଡେପୁଟିଇନ୍ସପେକ୍ଟର ଜେନେରାଲ ତଥା ମୁଖ୍ୟ ମୁଖପାତ୍ର ଅନିଲ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ।

Get real time updates directly on you device, subscribe now.