fbpx
BJD
BJD SKY
BJD SKY

୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ନେଲା ଏସିଡ୍ ମାଡ଼ର ରୂପ, ୫ ଜଣ ଆହତ

ଖଡ଼ିଆଳ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଏସିଡ୍ ମାଡ଼ ହେବା ଖବର ସାମ୍ନାକୁ ଆସିଛି । ଖଡ଼ିଆଳ ଥାନା ଅନ୍ତର୍ଗତ ଦୁଆଝର ଗାଁରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗିଛି । ଏହି ଏସିଡ୍ ମାଡ଼ରେ ୫ ଜଣ ଆହତ ହୋଇଛନ୍ତି । ଏଥିରୁ ଜଣେ ଗୁରୁତର ଥବା ଜଣାପଡିଛି ।

Get real time updates directly on you device, subscribe now.