Viral Video: ଫେରିଗଲେ ଯମଦୂତ; ରାସ୍ତାରେ ମୋବାଇଲ ବ୍ୟବହାର କରିବା ପଡ଼ିଥାନ୍ତା ଏହି ଦଶଜଣଙ୍କ ପାଇଁ ମହଙ୍ଗା

News across the Earth, news close to your heart, Read Odisha Bhaskar English

ମୋବାଇଲ୍ ଆଜିକାଲିର ସମୟରେ ପ୍ରତ୍ୟେକ ଲୋକଙ୍କର ଏକ ପ୍ରମୁଖ ଅଙ୍ଗ ପାଲଟି ଗଲାଣି । ମୋବାଇଲ ଦ୍ୱାରା ଆଜି ମଣିଷ ସବୁକିଛି କରିପାରୁଛି । ମଣିଷ ଖାଦ୍ୟ ବିନା ବଞ୍ଚିପାରିବ, ମାତ୍ର ମୋବାଇଲ ବିନା ନୁହେଁ । ଆପଣମାନେ ଜାଣନ୍ତି କି, ସାମାନ୍ୟ ବ୍ୟତିକ୍ରମ ହେଲେ ଏହି ମୋବାଇଲ ଆପଣଙ୍କ ପାଇଁ କେତେ ଘାତକ ହୋଇପାରେ । ମୋବାଇଲ ବ୍ୟବହାର କରିବା ସମୟରେ ସାମାନ୍ୟ ଅନ୍ୟମନସ୍କତା ଆପଣଙ୍କ ଜୀବନ ବି ନେଇପାରେ । ମଣିଷ ଏକ ସମୟରେ କେବଳ ଗୋଟିଏ ମାତ୍ର କାର୍ଯ୍ୟ କରିପାରିବ । ଏକ ସଙ୍ଗରେ ଦୁଇ ବା ତିନୋଟି କାର୍ଯ୍ୟ କରି ମଣିଷ ନିଜକୁ ବିଜେତା ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରେ, ଯାହା ମଣିଷର ଅପରିଣାମଦର୍ଶିତା ଅଟେ । ଯଦି କେହି ବେଖାତିର ଭାବରେ ଏକ ସମୟରେ ଏକାଧିକ କାର୍ଯ୍ୟ କରିବାକୁ ଚେଷ୍ଟା କରେ, ତାହା ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ହୋଇପାରେ । ଆସନ୍ତୁ ନଜର ପକାଇବା ଏପରି କିଛି ଭିଡିଓ ଉପରେ, ଯାହା ମାଧ୍ୟମରେ ଆପଣମାନେ ଜାଣିପାରିବେ ମୋବାଇଲର ଭୟଙ୍କର ପରିଣାମ ବିଷୟରେ ।
୧- ଜଣେ ଯୁବକ ସାଇକେଲ ଚଳାଇବା ସହ ମୋବାଇଲ ବ୍ୟବହାର କରୁଛନ୍ତି

 

View this post on Instagram

 

A post shared by WASTED (@wasted)

୨- ମୋବାଇଲରେ କଥା ହେବା ସମୟରେ ଅନ୍ୟମନସ୍କ

 

View this post on Instagram

 

A post shared by TRAVEL WITH ME? (@exploregasims)


୩- କୌଣସି ସ୍ଥାନକୁ ଚାଲି ଚାଲି ଯିବା ସମୟରେ ମୋବାଇଲ ବ୍ୟବହାର କରିବା ବିପଦ

୪- କୌଣସି କାର୍ଯ୍ୟ କରିବା ସମୟରେ ମୋବାଇଲ ବ୍ୟବହାର କରିବା ଅନୁଚିତ

 

View this post on Instagram

 

A post shared by OMG (@sirfmusic)

୫- ଯୁବକ ଏକ ସମୟରେ ଦୁଇଟି କାର୍ଯ୍ୟ କରୁଛନ୍ତି

୬- ମୋବାଇଲ ବ୍ୟବହାର କରୁଥିବା ସମୟରେ ଜଣେ ମହିଳା ମଲରେ ତଳେ ପଡ଼ିଗଲେ

୭- ମୋବାଇଲ ବ୍ୟବହାର କରି ଚାଲୁଥିବା ସମୟରେ ଜଣେ ଯୁବକଙ୍କ ଷ୍ଟାଣ୍ଡ ସହିତ ଧକ୍କା

୮- ମୋବାଇଲରେ କଥା ହୋଇ ଅନ୍ୟମନସ୍କ ହୋଇ ଚାଲୁଥିବା ସମୟରେ ଯୁବକ ଏକ ଗାଡ଼ି ସହିତ ଧକ୍କା ହୋଇଛନ୍ତି

୯- ମୋବାଇଲରେ କଥା ହୋଇ ଚାଲୁଥିବା ବେଳେ ଜଣେ ମହିଳାଙ୍କୁ ଗୋଟିଏ ଷଣ୍ଢ ଆକ୍ରମଣ କରି କଚାଡ଼ି ଦେଲା

୧୦- ମୋବାଇଲ ବ୍ୟବହାର କରି ମହିଳା ଅନ୍ୟମନସ୍କ ଭାବେ ଏକ ଲିଫ୍ଟର ମରଣଯନ୍ତାରେ ଫସିଗଲେ

Get real time updates directly on you device, subscribe now.