ଉତ୍କଳ ଦିବସରେ ସ୍ଵାଭିମାନୀ ଯୁବ ଛାତ୍ର ମଞ୍ଚ ପକ୍ଷରୁ ପୋଷାକ ବଣ୍ଟନ

News across the Earth, news close to your heart, Read Odisha Bhaskar English

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର): ଉତ୍କଳ ଦିବସ ଉପଲକ୍ଷେ ସ୍ଵାଭିମାନୀ ଯୁବ ଛାତ୍ର ମଞ୍ଚ ପକ୍ଷରୁ ବିଦ୍ୟାଧର ପୁର ସ୍ଥିତ ବସ୍ତିରେ ନୂଆ ଏବଂ ପୁରୁଣା ପୋଷାକ ବଣ୍ଟନ କରାଯାଇଥିଲା । ଯୁବ ନେତା ଡ. ବିପ୍ଳବ ଶିଳାଦିତ୍ୟଙ୍କ ନେତୃତ୍ୱରେ ଛୋଟ ପିଲା ଏବଂ ଅସହାୟ ଗରିବମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ମହାରଣା, ସଦାଶିବ ବାରିକ, ଦୀପକ ମହାନ୍ତି, ସତିଶ ଶେଖର, ସରୋଜ ଦାସ, ଆଶୁତୋଷ ରାଉତ, ଶାଶ୍ଵତ ଦାସ, ଅମନ ରାୟ, ଅରୂପ ବିଶ୍ଵାଳ, ପ୍ରଦୀପ୍ତ ନାୟକ, ପ୍ରଦୀପ ସାହୁ, ଦୁଷ୍ମନ୍ତ ସ୍ୱାଇଁ, ପ୍ରଥମ ପରିଡ଼ା, ମହର୍ଷି ନାୟକ, ସତ୍ୟ ସ୍ବରୂପ ସ୍ୱାଇଁ, ମୃତ୍ୟୁଞ୍ଜୟ ମହାନ୍ତି, ଆକାଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ସହଯୋଗ କରିଥିଲେ।

Get real time updates directly on you device, subscribe now.