fbpx

ରାଜଧାନୀରେ ସରକାରୀ ଓ ଲୋକ ବ୍ୟାପାର ସ୍କୁଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସରକାରୀ ଓ ଲୋକ ବ୍ୟାପାର ସ୍କୁଲ ଆଜି ଉଦଘାଟିତ ହୋଇଯାଇଛି । ଜାଭିୟର ବିଶ୍ୱବିଦ୍ୟାୟରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସ୍ଥାୟୀ ଓ ସମବିକାଶ ପାଇଁ ନୀତି ନିର୍ଦ୍ଧାରଣ ଓ ସୁଶାସନ ଜରୁରୀ । ନୀତି ନିର୍ଦ୍ଧାରକମାନେ ଲୋକଙ୍କ ଆକାଂକ୍ଷାକୁ ଗୁରୁତ୍ୱ ଦେବା ଉଚିତ୍ । ମହତ୍ତ୍ୱାକାଂକ୍ଷୀ ଭାରତ ଓ ଆକାଂକ୍ଷିକ ଓଡିଶା ପାଇଁ ୫-ଟି ଲାଗୁ ହୋଇଛି ।’

Get real time updates directly on you device, subscribe now.