fbpx

କେନ୍ଦ୍ରର ଏମଏସଏମଇ ପ୍ୟାକେଜକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୫(ଓଡିଶା ଭାସ୍କର): କେନ୍ଦ୍ରର ଏମଏସଏମଇ ପ୍ୟାକେଜକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ଲଘୁ,ମଧ୍ୟମ ଶିଳ୍ପକୁ ଏହା ନୂଆ ଆଶା ଦେବ। ଏହି ପ୍ୟାକେଜ ବହୁ ସଂଖ୍ୟାରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଶ୍ରମିକ ଶ୍ରେଣୀର ଲୋକଙ୍କ ସମସ୍ୟା ଦୂର କରିବ ବୋଲି ସେ କହିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ମଧ୍ୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.