fbpx

ମହାକାଶ ଗଲା CMS-01

ନୂଆଦିଲ୍ଲୀ,୧୭ ।୧୨ : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଦୂରସଞ୍ଚାର ଉପଗ୍ରହ CMS-01ର ଆଜି ଉତକ୍ଷେପଣ କରାଯାଇଛି । ଯୋଗାଯୋଗ ସାଟେଲାଇଟ୍‌କୁ ନେଇ ମହାକାଶକୁ ଯାଇଛି PSLV-C50 । କୋରୋନା ସମୟରେ ଇସ୍ରୋର ଏହା ଦ୍ବିତୀୟ ସାଟେଲାଇଟ୍‌ । CMS-01 ହେଉଛି ଦେଶର ୪୨ତମ ଯୋଗାଯୋଗ ସାଟେଲାଇଟ୍।

ତେବେ CMS-01 ସାଟେଲାଇଟ୍‌ ୭ ବର୍ଷ ପାଇଁ କାମ କରିବ । ଆଣ୍ଡାମାନ-ନିକୋବର, ଲାକ୍ଷାଦ୍ବୀପକୁ ମଧ୍ୟ ଯୋଗଯୋଗରେ ସହାୟକ ହେବ।

Get real time updates directly on you device, subscribe now.