fbpx

ରାଜ୍ୟରେ ପ୍ରବଳ ଶୀତର ଲହରି

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ସାରା ରାଜ୍ୟରେ ପ୍ରବଳ ଶୀତର ଲହରୀ ଜାରି ରହିଛି । ରାଜ୍ୟର ୭.୫ ଡିଗ୍ରୀ ସହ ସବୁଠାରୁ ଶୀତଳ ସହର ହେଉଛି ଦାରିଙ୍ଗବାଡି । ଏହା ସହ ୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଟିଟିଲାଗଡରେ ୭.୬ ଡିଗ୍ରୀ ଥିବା ବେଳେ ଅନୁଗୁଳରେ ୮ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ସୋନପୁରରେ ୯, କେନ୍ଦୁଝରରେ ୯.୮ ଡିଗ୍ରୀ ତାପମାତ୍ରା ରହିଛି ।

Get real time updates directly on you device, subscribe now.