fbpx

ଗଲୱାନରେ ଉତ୍ତେଜନାକୁ କମ୍ କରିବା ପାଇଁ କାଲି ପୁଣି ଭାରତ-ଚୀନ୍ କଥାବାର୍ତ୍ତା

ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଉତ୍ତେଜନାକୁ କମ୍ କରିବା ପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ଏହାରି ମଧ୍ୟରେ ଆସନ୍ତାକାଲି କୋର କମାଣ୍ଡର ସ୍ତରରେ ତୃତୀୟ ରାଉଣ୍ଡ ବୈଠକ ହେବାକୁ ଯାଉଛି । ଦିନ ସାଢେ ୧୦ଟାରେ ଭାରତର ଚୁଶୁଲରେ ଆଲୋଚନା ହେବ ବୋଲି ଜଣାପଡିଛି ।

ତେବେ ଏହା ପୂର୍ବରୁ ଜୁନ୍ ୨୨ରେ ଚୀନର ମାଲଡୋରେ ବୈଠକ ହୋଇଥିଲା । କମାଣ୍ଡ ସ୍ତରୀୟ ଏହି ଆଲୋଚନା ପ୍ରାୟ ୧୧ ଘଣ୍ଡା ଧରି ଚାଲିଥିଲା ।

Get real time updates directly on you device, subscribe now.