fbpx

ବିନା ଡିଗ୍ରୀରେ ବି କମ୍ପାନୀ ଦେଉଛି ଭଲ ଚାକିରି, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୭ା୪: ଭାରତରେ ବିନା ଡିଗ୍ରୀରେ ଚାକିରି ପାଇବା ସମ୍ଭବ ନୁହେଁ । ମାତ୍ର କାର କମ୍ପାନୀ ଟେସଲା ଯୁବପୀଢ଼ିଙ୍କ ପାଇଁ ଏକ ସୁଯୋଗ ଆଣି ଦେଇଛି । କେବଳ ସ୍କୁଲ ପଢ଼ା ଶେଷ କରିଥିବା ପିଲାଙ୍କୁ ନିଯୁକ୍ତି ଦେଉଛି କମ୍ପାନୀ । କମ୍ପାନୀର ମାଲିକ ଏଲନ ମସ୍କ ଏକ ନୂତନ ଫ୍ୟାକ୍ଟ୍ରି ପାଇଁ ୧୦ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି । ଏହି ଫ୍ୟାକ୍ଟ୍ରିରେ ଷ୍ଟାଫମାନେ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟରେ ରହିପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.