ଭାରତ ସହ ଶତ୍ରୁତା ମହଙ୍ଗା ପଡ଼ିଲା, ପାକିସ୍ତାନରେ ଚିନି କିଲୋ ୧୦୦ ଛୁଇଁଲା

COVID-19 Updates
  • World 144,259,844
    World
    Confirmed: 144,259,844
    Active: 18,476,315
    Recovered: 122,717,459
    Death: 3,066,070
  • USA 32,576,020
    USA
    Confirmed: 32,576,020
    Active: 6,847,185
    Recovered: 25,145,860
    Death: 582,975
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ନୂଆଦିଲ୍ଲୀ, ୭ା୪ (ଓଡିଶା ଭାସ୍କର): ଭାରତର ସହ ଶତ୍ରୁତା କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନରେ ଖୁଚୁରା ବଜାରରେ ଚିନି ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ଛୁଇଁଛି । ପାକିସ୍ତାନ ଭାରତରୁ ସାମଗ୍ରୀ ଆମଦାନୀ କରିବା ଉପରେ ପ୍ରତିବନ୍ଧକ ଲଗାଇବାରୁ ଏହି ପରିଣାମ ଭୋଗିବାକୁ ପଡ଼ିଛି । ଫଳରେ ୫୦ ହଜାର ଟନ୍ ଚିନି କିଣିବା ପାଇଁ ପାକିସ୍ତାନ ବିଶ୍ୱସ୍ତରୀୟ ଟେଣ୍ଡର ଜାରି କରିଛି । ତେବେ ଏହାକୁ ପାକିସ୍ତାନୀ ଚିନି ବ୍ୟବସାୟୀମାନେ ଦେଶ ପାଇଁ ବ୍ୟାଡ୍ ଲକ୍ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed.