fbpx

ଭିଡିଓ ଭାଇରାଲ ପରେ ଲାଞ୍ଚୁଆ କନେଷ୍ଟବଳ ଗିରଫ

କେନ୍ଦୁଝର,୩ ।୩(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାର ଜଣେ କନେଷ୍ଟବଳଙ୍କୁ ଆଜି ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା କନେଷ୍ଟବଳ ହେଉଛନ୍ତି ଗୋପାଳ ନାଏକ । ଗୋପାଳଙ୍କୁ ନିଲମ୍ବନ କରିଛନ୍ତି କେନ୍ଦୁଝର ଏସପି । ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଏସପି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.