fbpx
BSKY
BJD MC SKY
BJD YOUTH SKY

ବୃନ୍ଦାବନ କଲୋନୀ କଣ୍ଟେନମେଣ୍ଟ ଜୋନ ଘୋଷିତ

ଝାରସୁଗୁଡା୧୦/୦୧: ଝାରସୁଗୁଡା ଜିଲ୍ଲା ର ବୃନ୍ଦାବନ କଲୋନୀ କୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷିତ କରିଛନ୍ତି ।ଏହି କଲୋନୀ ରେ 11 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏତେ ସଂଖ୍ୟା ର କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏହି ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ। କଣ୍ଟେନମେଣ୍ଟ ଜୋନ 14 ଦିନ ପାଇଁ କଣ୍ଟାନମେଣ୍ଟ ଜୋନ ଘୋଷଣା କରାଯାଇଛି ।

Get real time updates directly on you device, subscribe now.