fbpx

ଗମ୍ପାକୋଣ୍ଡା ବି.ଏସ.ଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ମାଲକାନଗିରି – ୧୦/୦୧ ମାଲକାନଗିରି ଜିଲ୍ଲା ସ୍ଥିତ କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ବି.ଏସ.ଏଫ କ୍ୟାମ୍ପ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ବ୍ୟକ୍ତି ଜଣକ କାଲିମେଳା ରୁ ନିଜ ଘର ଭେଜିଙ୍ଗିୱଡା ସ୍ଥିତ ବାପାନପଲ୍ଲି କୁ ଯିବା ସମୟ ଭାରସାମ୍ୟ ହରାଇ ଗାଡ଼ିଟି କୁ ନେଇ ପିଟି ଦେଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବ୍ୟକ୍ତି ଜଣକ ହେଉଛନ୍ତି ପଦିଆ କବାସି ।ଏହାକୁ ଭିତ୍ତି କରି କାଲିମେଳା ଥାନା ଅଧିକାରୀ ଏକ କେସ ରୁଜୁ କରିଛନ୍ତି ଏବଂ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ କାଲିମେଳା ମେଡିକାଲକୁ ପଠାଇଛନ୍ତି । କେସ ନମ୍ବର ୫/୨୧ କୁ ଆଧାର କରି ଘଟଣାର ତଦନ୍ତ ଚଳାଇଛନ୍ତି କାଲିମେଳା ଥାନାର ଏ.ଏସ.ଆଇ ମହେଶ୍ୱର ବୁଡବାଡେ ।

Get real time updates directly on you device, subscribe now.