fbpx
BJD
BJD SKY
BJD SKY

ବର୍ଷା-ଅନୁଭବ ବିବାଦ: ୫ରେ ପରବର୍ତ୍ତୀ ଶୁଣାଣି

BJD

କଟକ,୨୮ ।୧(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ କଟକ ଏସଡିଜେଏମ କୋର୍ଟରେ ବର୍ଷା- ଅନୁଭବ ବିବାଦ ମାମଲାର ଶୁଣାଣି ହୋଇଛି । ଅନୁଭବ ଓ ବର୍ଷାଙ୍କ ପକ୍ଷରୁ ୨ଟି ପୃଥକ ପିଟିସନ ଉପରେ କୋର୍ଟରେ ଶୁଣାଣି ହୋଇଛି । ଆସନ୍ତା ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ତେବେ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ ।

Get real time updates directly on you device, subscribe now.