-
World 113,681,055
WorldConfirmed: 113,681,055Active: 21,917,782Recovered: 89,241,544Death: 2,521,729 -
USA 29,055,072
USAConfirmed: 29,055,072Active: 9,097,724Recovered: 19,436,471Death: 520,877 -
India 11,068,521
IndiaConfirmed: 11,068,521Active: 157,134Recovered: 10,754,497Death: 156,890 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,154,562
UKConfirmed: 4,154,562Active: 1,305,026Recovered: 2,727,466Death: 122,070 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,429,789
GermanyConfirmed: 2,429,789Active: 123,933Recovered: 2,235,700Death: 70,156 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପିୟଦର୍ଶିନୀଙ୍କ ଘରୋଇ ହିଂସା ଦିନକୁ ଦିନ ବଢୁଛି, ବରଂ କମିବାର ନାଁ ନେଉନି । ଏହାରି ମଧ୍ୟରେ କଟକ ଏସଡିଜେଏମ୍ କୋର୍ଟରେ ମାମଲାର ଶୁଣାଣି ହୋଇଛି । ଉଭୟ ପକ୍ଷ ଦ୍ୱାରା ଆଗତ ହୋଇଥିବା ୨ଟି ପିଟସନ୍ ଉପରେ ଶୁଣାଣି ହୋଇଛି । କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ । ଆସନ୍ତା ୨୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ତେବେ ତେବେ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ ।
Comments are closed.