ଅନୁଭବ-ବର୍ଷାଙ୍କର ତୁଟୁନି ବିବାଦ: ୨୮ରେ ପରବର୍ତ୍ତୀ ଶୁଣାଣି

COVID-19 Updates
  • World 113,681,055
    World
    Confirmed: 113,681,055
    Active: 21,917,782
    Recovered: 89,241,544
    Death: 2,521,729
  • USA 29,055,072
    USA
    Confirmed: 29,055,072
    Active: 9,097,724
    Recovered: 19,436,471
    Death: 520,877
  • India 11,068,521
    India
    Confirmed: 11,068,521
    Active: 157,134
    Recovered: 10,754,497
    Death: 156,890
  • Brazil 10,393,886
    Brazil
    Confirmed: 10,393,886
    Active: 818,529
    Recovered: 9,323,696
    Death: 251,661
  • Russia 4,223,186
    Russia
    Confirmed: 4,223,186
    Active: 354,496
    Recovered: 3,783,386
    Death: 85,304
  • UK 4,154,562
    UK
    Confirmed: 4,154,562
    Active: 1,305,026
    Recovered: 2,727,466
    Death: 122,070
  • Italy 2,868,435
    Italy
    Confirmed: 2,868,435
    Active: 396,143
    Recovered: 2,375,318
    Death: 96,974
  • Turkey 2,674,766
    Turkey
    Confirmed: 2,674,766
    Active: 99,905
    Recovered: 2,546,503
    Death: 28,358
  • Germany 2,429,789
    Germany
    Confirmed: 2,429,789
    Active: 123,933
    Recovered: 2,235,700
    Death: 70,156
  • Pakistan 577,482
    Pakistan
    Confirmed: 577,482
    Active: 22,285
    Recovered: 542,393
    Death: 12,804
  • China 89,877
    China
    Confirmed: 89,877
    Active: 244
    Recovered: 84,997
    Death: 4,636

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପିୟଦର୍ଶିନୀଙ୍କ ଘରୋଇ ହିଂସା ଦିନକୁ ଦିନ ବଢୁଛି, ବରଂ କମିବାର ନାଁ ନେଉନି । ଏହାରି ମଧ୍ୟରେ କଟକ ଏସଡିଜେଏମ୍ କୋର୍ଟରେ ମାମଲାର ଶୁଣାଣି ହୋଇଛି । ଉଭୟ ପକ୍ଷ ଦ୍ୱାରା ଆଗତ ହୋଇଥିବା ୨ଟି ପିଟସନ୍ ଉପରେ ଶୁଣାଣି ହୋଇଛି । କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ । ଆସନ୍ତା ୨୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ତେବେ ତେବେ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ ।

Get real time updates directly on you device, subscribe now.

Comments are closed.