-
World 100,907,153
WorldConfirmed: 100,907,153Active: 25,786,847Recovered: 72,951,021Death: 2,169,285 -
USA 26,011,222
USAConfirmed: 26,011,222Active: 9,808,357Recovered: 15,767,413Death: 435,452 -
India 10,690,279
IndiaConfirmed: 10,690,279Active: 177,223Recovered: 10,359,305Death: 153,751 -
Brazil 8,936,590
BrazilConfirmed: 8,936,590Active: 919,017Recovered: 7,798,655Death: 218,918 -
Russia 3,774,672
RussiaConfirmed: 3,774,672Active: 501,113Recovered: 3,202,483Death: 71,076 -
UK 3,689,746
UKConfirmed: 3,689,746Active: 1,927,100Recovered: 1,662,484Death: 100,162 -
Italy 2,485,956
ItalyConfirmed: 2,485,956Active: 482,417Recovered: 1,917,117Death: 86,422 -
Turkey 2,442,350
TurkeyConfirmed: 2,442,350Active: 94,495Recovered: 2,322,511Death: 25,344 -
Germany 2,163,113
GermanyConfirmed: 2,163,113Active: 242,723Recovered: 1,866,000Death: 54,390 -
Pakistan 537,477
PakistanConfirmed: 537,477Active: 33,820Recovered: 492,207Death: 11,450 -
China 89,272
ChinaConfirmed: 89,272Active: 1,862Recovered: 82,774Death: 4,636
ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏଥିରେ ବହୁ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ସାମାଜିକ ଦୂରତା ହେତୁ ଲୋକମାନେ ଘରେ ରହି କାମ କରୁଥିବା ବେଳେ ପରସ୍ପରଠାରୁ ଦୂରେଇ ରହୁଛନ୍ତି । ଦେହଜୀବୀମାନଙ୍କ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡୁଛି । ବିଶେଷ କରି ଟ୍ରାନ୍ସଜେଣ୍ଡର କର୍ମୀମାନେ ଗ୍ରାହକ ନମିଳିବାରୁ ଭୋକରେ ରହୁଛନ୍ତି । ତେବେ ଟ୍ରାନ୍ସଜେଣ୍ଡର ମାମଲାରେ ବ୍ରାଜିଲ ହେଉଛି ସବୁଠାରୁ ବିପଜ୍ଜନକ ଦେଶ । ସେଠାରେ ଟ୍ରାନ୍ସଜେଣ୍ଡର ମାନଙ୍କୁ କରୋନା ସହ ଭୋକର ମାଡ ପଡୁଛି । ଗ୍ରାହକ ଓ ଆୟର ଅଭାବ କାରଣରୁ ସେକ୍ସ କର୍ମଚାରୀମାନେ ଗୋଟିଏ ବେଳା ଖାଇବାକୁ ବି ପାଉନାହାନ୍ତି ।
କୋଭିଡ-୧୯ର ସମ୍ମୁଖୀନ ହେୁଥିବା ଏଲବା ନାମକ ଜଣେ ଟ୍ରାନ୍ସଜେଣ୍ଡର କହିଛନ୍ତି ଯେ, ସରକାରଙ୍କ ତରଫରୁ ଆମକୁ ସାମାନ୍ୟ ସାହାର୍ଯ୍ୟ ମିଳୁଛି, ତାହା ପର୍ଯ୍ୟାପ୍ତ ନୁହେଁ । ଏଠାରେ ଅପରାଧ ଓ ଭ୍ରଷ୍ଟାଚାର ଅଧିକ ହେଉଛି, ଯାହାକୁ ସରକାର ରୋକିବା ପାଇଁ ସରକାର କମ୍ ପ୍ରୟାସ କରୁଛନ୍ତି ।
ସେହିପରି ୨୬ ବର୍ଷିୟା ଷ୍ଟିଫନି ନାମକ ଜଣେ ବ୍ରାଜିଲର ଟ୍ରାନ୍ସ ଜେଣ୍ଡର କହିଛନ୍ତି ଯେ, କରୋନା ଭାଇରସ୍ ବ୍ୟାପିବା ପରଠାରୁ ବଞ୍ଚିବା କଷ୍ଟକର ହୋଇପଡିଛି । ରାସ୍ତା, ଘାଟ ବନ୍ଦ ଥିବାରୁ ଗ୍ରାହକ ମିଳିବା କଷ୍ଟ ହୋଇପଡିଛି । ଏହି ସମୟରେ ଯଦି ଗ୍ରାହକ ନମିଳନ୍ତି, ତେବେ ଆମେ ସବୁ ଭୋକରେ ମରିଯିବୁ ।
Comments are closed.