fbpx

ବରଗଡ ଛୁଇଁଲା କରୋନା

ବରଗଡ,୨୪/୫(ଓଡିଶା ଭାସ୍କର): ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସହରର ୧୪ ନମ୍ବର ୱାର୍ଡ ସୁବାସ ନଗର ମାଷ୍ଟର ଟିକ୍ରା ଅଞ୍ଚଳରେ ଚିହ୍ନଟ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ ଆକ୍ରାନ୍ତ ଜଣକ ହୋମ୍‌ କ୍ବାରେଣ୍ଟାଇନରେ ଥିଲେ । ଏନେଇ ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.