fbpx

ରାଜ୍ୟପାଳ ଗଣେଶୀ ଲାଲଙ୍କୁ କରୋନା

ଭୁବନେଶ୍ୱର,୨ ।୧୧(ଓଡିଶା ଭାସ୍କର): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଳ ଓ ତାଙ୍କ ପତ୍ନୀ ଉଭୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନମୂନା ପରୀକ୍ଷା କରାଇନେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।

ତେବେ ରାଜ୍ୟପାଳଙ୍କ ସହ ରାଜଭବନର ୬ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.