fbpx

ଦେଶରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୭/୫: ଦେଶରେ କରୋନା ମୃତ୍ୟୁସଂଖ୍ୟା ୪,୩୩୭ ରେ ପହଞ୍ଚିଲାଣି। ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୧,୭୬୭ ଥିବା ବେଳେ ସକ୍ରିୟ ସଂକ୍ରମିତ ୮୩,୦୦୪ ରହିଛି।ସୁସ୍ଥ ହୋଇଛନ୍ତି ୬୪,୪୨୫ ଜଣ । ୨୪ଘଣ୍ଟାରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬,୩୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ମହାରାଷ୍ଟ୍ରରେ ସର୍ବାଧିକ ୧,୭୨୯ଲୋକଙ୍କ ମୃତ୍ୟୁ ଗୁଜୁରାଟରେ ୯୧୫, ମଧ୍ୟପ୍ରଦେଶରେ ୩୦୫, ଦିଲ୍ଲୀରେ ୨୮୮ ଜଣଙ୍କର ମୃତ୍ୟୁ  ହୋଇଛି।

Get real time updates directly on you device, subscribe now.