fbpx

କରୋନା ଭାଇରସ୍: ୨୪ଘଣ୍ଟାରେ ଦେଶରେ ୧୭୫ଜଣଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ, ୨୯ା୫: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୭୦୬କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୫ହଜାର ୭୯୯ ଥିବା ବେଳେ ୭୧ହଜାର ୧୦୫ଜଣ ସୁସ୍ଥ ହୋଇଛନ୍ତି ଓ ୮୯ହଜାର ୯୮୭ଜଣ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ଘଣ୍ଟାରେ ଦେଶରେ ୧୭୫ଜଣଙ୍କ ମୃତ୍ୟୁ ହୋଇଛି ଓ ୭ହଜାର ୪୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.