fbpx
BJD
BJD SKY
BJD SKY

ବିଶ୍ବରେ ୨୫ ଲକ୍ଷ ଟପିଲା କୋରୋନା ମୃତ୍ୟୁ

ନୂଆଦିଲ୍ଲୀ,୨୫ ।୨: ବିଶ୍ବରେ ୨୫ ଲକ୍ଷ ଟପିଲା କୋରୋନା ମୃତ୍ୟୁ ସଂଖ୍ୟା। କୋରୋନା ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ୬ ହଜାର ୭୫୨କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୦ ଲକ୍ଷ ୮୧ ହଜାର ୬୪୦କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୮ କୋଟି ୮୬ ଲକ୍ଷ ୯୮ ହଜାର ୬୯୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ବିଶ୍ୱର ୨ କୋଟି ୧୮ ଲକ୍ଷ ୭୬ ହଜାର ୧୯୭ ଜଣ ଚିକିତ୍ସାଧୀନ କୋରୋନା ରୋଗୀଙ୍କ ମଧ୍ୟରୁ ୯୧ ହଜାର ୮୫୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କୋରୋନା ପ୍ରଭାବିତ ୨୨୧ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ୫ ଲକ୍ଷ ୧୭ ହଜାର ୪୦୮ କରୋନା ମୃତ୍ୟୁ ସଂଖ୍ୟା ରହିଛି ।

 

Get real time updates directly on you device, subscribe now.