fbpx

କୋରୋନା ମୃତ୍ୟୁ ସଂଖ୍ୟା ୨୬.୫୦ ଲକ୍ଷ

ନୂଆଦିଲ୍ଲୀ, ୧୩।୩ : ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୫୦ ହଜାର ୮୭୭କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୯୫ ଲକ୍ଷ ୯୫ ହଜାର ୭୧୯କୁ ବୃଦ୍ଧି ପାଇଥିବା ବେଳେ ୯ କୋଟି ୬୨ ଲକ୍ଷ ୪୪ ହଜାର ୫୨୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

୨ କୋଟି ୭ ଲକ୍ଷ ୩୧୭ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଚିକିତ୍ସାଧୀନଙ୍କ ମଧ୍ୟରୁ ୮୯ ହଜାର ୩୭୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୪୫ ହଜାର ୫୨୯ କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.