କୋରୋନା ମୃତ୍ୟୁ ସଂଖ୍ୟା ୨୮.୨୭ ଲକ୍ଷ 

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ,୧।୪ : ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୨୭ ହଜାର ୪୨୨କୁ ବୃଦ୍ଧିପାଇଛି। ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୯୪ ଲକ୍ଷ ୫୩ ହଜାର ୮୫୪କୁ ବୃଦ୍ଧି ପାଇଛି। ୧୦ କୋଟି ୪୪ ଲକ୍ଷ ୩୬୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨ ଲକ୍ଷ ୨୬ ହଜାର ୬୫ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଚିକିତ୍ସାଧୀନଙ୍କ ମଧ୍ୟରୁ ୯୬ ହଜାର ୪୬୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ କୋରୋନା ପ୍ରଭାବିତ ୨୨୧ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ୫ ଲକ୍ଷ ୬୫ ହଜାର ୨୫୬ ମୃତ୍ୟୁ ସଂଖ୍ୟା ରହିଛି ।

Get real time updates directly on you device, subscribe now.