fbpx

ତାଳି ଓ ଥାଳି ବଜାଇ ଧନ୍ୟବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୨୨ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନ ପରେ ଜନତା କର୍ଫ୍ୟୁକୁ ଲୋକେ ସମର୍ଥନ କରିଛନ୍ତି । କାଶ୍ମୀରରୁ କନ୍ୟାକୁମାରୀ ଦେଶବାସୀ ଏହାକୁ ସମର୍ଥନ କରିବା ସହ ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେଶବାସୀ । ଡାକ୍ତର, ନର୍ସ, ସାଫେଇ କର୍ମୀ, ପୋଲିସ ଓ ମିଡିଆ କର୍ମୀଙ୍କୁ ଧନ୍ୟବାଦ ଜଣାଇଛି ଭାରତ । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲୋକେ ତାଳି, ଥାଳି ଓ ଘଣ୍ଟି ଶବ୍ଦରେ ଧନ୍ୟବାଦ ଜଣାଇଛନ୍ତି । ଧନ୍ୟବାଦ ଜଣାଇବାକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଆହ୍ୱାନ ଦେଇଥିଲେ । ତେବେ ରାତି ୯ଟା ଯାଏଁ ଏହି ଜନତା କର୍ଫ୍ୟୁ ଜାରି ରହିବ ।

Get real time updates directly on you device, subscribe now.