fbpx

୧୭୨ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ରାଜ୍ୟରେ ୧୭୨ ଅଧିକାରୀଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଆସିଛି । ଏହା ସହ ୨୪ଟି ସରାକରୀ ଉଦ୍ୟୋଗର ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଯୋଗାଣ ନିଗମରେ ସର୍ବାଧିକ ୩୪ଜଣଙ୍କ ବିରୋଧରେ ଅଭିଯୋଗ ଆସିଛି । ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ସରାକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା ।

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, କିଛି ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି । କିଛି ମାମଲାରେ ତଦନ୍ତ ଚାଲିଥିବା ବେଳେ ଆଉ କିଛି କୋର୍ଟରେ ଅଛି ।’

Get real time updates directly on you device, subscribe now.