fbpx
BSKY
BJD YOUTH SKY
BJD MS SKY

ଭୋଟ ଗଣତି ଆରମ୍ଭ

ବାଲେଶ୍ୱର,୧୦/୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଉଭୟ ସ୍ଥାନରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣାଯାଉଛି । ସାଢ଼େ ୮ଟାରୁ ୧୪ଟି ଲେଖାଏଁ ଟେବୁଲରେ EVM ଭୋଟ ଗଣତି ହେବ। ତେବେ ୧୧ଟି ରାଜ୍ୟର ୫୮ଟି ଆସନରେ ଉପନିର୍ବାଚନ ପାଇଁ ଆଜି ଭୋଟ ଗଣତି ଜାରି ରହିଛି।

Get real time updates directly on you device, subscribe now.