ବ୍ରହ୍ମପୁର, ୧୦ା୪(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁର ସ୍ଥିତ କୋଭିଡ଼-୧୯ର ପରୀକ୍ଷା ପାଇଁ ଏମକେସିଜିକୁ ଅନୁମତି ମିଳିଛି । ଏମକେସିଜିକୁ ଅନୁମତି ଦେଇଛି ଦିଲ୍ଲୀ ଆଇସିଏମଆର । ଦକ୍ଷିଣ ଓଡ଼ିଶାରେ କରୋନା ପରୀକ୍ଷାରେ ସହାୟକ ହେବ ।
Uttarakhand Govt.