fbpx

ଫୁଲବାଣୀ, ଦେଓଗଡ଼ରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର, ୧୪ା୪ (ଓଡ଼ିଶା ଭାସ୍କର): ଫୁଲବାଣୀ ଓ ଦେଓଗଡ଼ରେ ମଙ୍ଗଳବାର କାର୍ଯ୍ୟକ୍ଷମ ହୋଇଛି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ଏହାଫଳରେ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସଂଖ୍ୟା ବୃଦ୍ଧି ପାଇଛି । ଏହି କୋଭିଡ୍ ହସ୍ପିଟାଲଗୁଡ଼ିକରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ । ସେଠାରେ ସେମାନଙ୍କୁ ମାଗଣାରେ ଚିକିତ୍ସା ସମେତ ସମସ୍ତ ଖର୍ଚ୍ଚ ଯୋଗାଇ ଦିଆଯିବ ବୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.