fbpx

BIG BREAKING…କଟକ: କ୍ଲବ୍‌ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳାକଟା ମୃତଦେହ; ହତ୍ୟାର କାରଣ ଅସ୍ପଷ୍ଟ

AAKASH

କଟକ: (ଓଡ଼ିଶା ଭାସ୍କର) କଟକରେ ଗଳାକାଟି ହତ୍ୟା । କ୍ଲବ୍‌ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳାକଟା ମୃତଦେହ । ଜଗତପୁର ଥାନା ପ୍ରଧାନପଡ଼ା ଗାଁ କ୍ଲବରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ୩ ଜଣଙ୍କୁ ଅଟକ ରଖି ଛାନଭିନ୍ କରୁଛି ପୋଲିସ ।

Get real time updates directly on you device, subscribe now.