fbpx

ବିଜେଡି ଫେରିବାକୁ ଇଚ୍ଛୁକ ଦାମ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଚଳିତ ନିର୍ବାଚନରେ ବିଜେପିରେ ଯୋଗ ଦେଇଥିବା ଦାମ ରାଉତ ପୁଣି ଥରେ ବିଜେଡି ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ଦାମ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ଦାମ କହିଛନ୍ତି ଯେ, ‘ମୁଁ ବିଜେଡିରେ ଥିଲି, ସେମାନେ ମୋତେ ବହିଷ୍କାର କରିଛନ୍ତି । ବହିଷ୍କାର ଉଠାଇ ଦେଲେ ମୁଁ ପୁଣି ଦଳରେ ରହିବି । ବିଜେଡିରେ ମିଶିଲେ କୌଣସି ନିର୍ବାଚନରେ ଲଢିବିନି ।’ ଏହା ସହ ଦଳରେ ସାମିଲ ହେଲେ ବି କୌଣସି ପଦପଦବୀ ନେବି ନାହିଁ ବୋଲି ଦାମ କହିଛନ୍ତି ।

Get real time updates directly on you device, subscribe now.