fbpx

କେୟାର ହସ୍ପିଟାଲ ମାଲିକ ଜଣେ ପାକିସ୍ତାନୀ: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଶୀତକାଳିନ ଅଧିବେଶନ ଜାରି ରହିଛି । ଏହାରି ମଧ୍ୟରେ ଆଜି ଗୃହରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ପାକିସ୍ତାନୀ ଏଜେଣ୍ଟ ଲିଙ୍କ୍ ଥିବା ଏବଂ ରୋଗୀ ଶୋଷଣ ପ୍ରସଙ୍ଗ ଉଠିଥିଲା । ଏନେଇ ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କେୟାର ହସ୍ପିଟାଲ ମାଲିକ ଜଣେ ପାକିସ୍ତାନୀ ବୋଲି ମଧ୍ୟ ପ୍ରଦୀପ୍ତ କହିଛନ୍ତି । ହସ୍ପିଟାଲ ମାଲିକ ନାଁରେ ଅପରାଧିକ ମାମଲା ରହିଛି ବୋଲି ମଧ୍ୟ ସେ କହିଛନ୍ତି । ଏପର୍ଯ୍ୟନ୍ତ ହସ୍ପିଟାଲକୁ ଏନଓସି ମିଳିନାହିଁ । ଏହି ହସ୍ପିଟାଲ ଏବେ ଦଲାଲଙ୍କ କବଜାରେ ରହିଛି ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି ।

Get real time updates directly on you device, subscribe now.