fbpx

ମଦୁଆ ଗାଡି ଚାଳକ ସାବଧାନ୍, ଡିସେମ୍ବର ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଡିସେମ୍ବର ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହେବ । ନିୟମ ଉଲ୍ଲଂଘନକାରୀଙ୍କୁ ଏଣିକି ଆଉ ନିସ୍ତାର ନାହିଁ । ପୋଲିସ ଟାର୍ଗେଟରେ ମଦୁଆ ଚାଳକ ରହିବେ ବୋଲି ଆଜି ଡିଜିପି କହିଛନ୍ତି ।

ଡିଜିପିଙ୍କ କହିବା ମୁତାବକ, ମଦ ପିଇ ଗାଡି ଚଳାଇ ଧରାପଡିଲେ ଏଣିକି ଛାଡିବନି ପୋଲିସ । ସଚେତନତା ସୃଷ୍ଟି ପରେ ରାଜ୍ୟରେ ଦୁର୍ଘଟଣା ହ୍ରାସ ପାଇଛି । ୫୨୫୧ଟି ଗାଡି ଚେକିଂ କରାଯାଇଛି, ୧୩୬ ମଦୁଆ ଚାଳକ ଗିରଫ ହୋଇଛନ୍ତି ।’

Get real time updates directly on you device, subscribe now.