fbpx

ରାଜ୍ୟସଭା ପ୍ରାର୍ଥୀ ହେବେ ଅରୁଣ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଉତ୍ତରପ୍ରଦେଶରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ଅରୁଣ ସିଂହ । ତେବେ ବର୍ତ୍ତମାନ ସମୟରେ ଓଡିଶା ପାଇଁ ବିଜେପି ପ୍ରଭାରୀ ଅଛନ୍ତି ଅରୁଣ ସିଂହ । ସି.କେ. ରାମମୂର୍ତ୍ତି କର୍ଣ୍ଣାଟକରୁ ବିଜେପିର ପ୍ରାର୍ଥୀ ହେବେ ବୋଲି ସୂତ୍ରରୁ ଖବର ମିଳିଛି ।

Get real time updates directly on you device, subscribe now.