fbpx

ଓଡିଆଙ୍କୁ ନିଯୁକ୍ତି ପ୍ରସଙ୍ଗରେ ଶାସକ-ବିରୋଧୀ ଏକ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ଉଠିଲା ପିଏସୟୁରେ ଓଡିଆଙ୍କୁ ନିଯୁକ୍ତି ପ୍ରସଙ୍ଗ । ପୂର୍ବରୁ ନିୟମ ଖିଲାପ କରି ଅଧିକ ଅଣଓଡିଆଙ୍କୁ ନିଯୁକ୍ତି ମିଳୁଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ରୁଲିଂ ଦାବି କରିଛନ୍ତି ଉଭୟ ବିଜେଡି ଓ ବିଜେପି ବିଧାୟକ । ଏନେଇ ସ୍ଥାନୀୟ ଆଶାୟୀଙ୍କୁ ଚିହ୍ନଟ କରିବାକୁ କହିଛନ୍ତି ବିଜେପିର ନାଉରି ନାୟକ ।

Get real time updates directly on you device, subscribe now.