fbpx

ବିଜେଡିକୁ ନେଇ ଦାମଙ୍କ ବଡ ବୟାନ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ବରିଷ୍ଠ ନେତା ଦାମ ରାଉତ ପୁଣି ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଦାମ କହିଛନ୍ତି ଯେ, ‘ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇ ଆସିଛି । ଜୀବନରେ କେବେ ବି ନବୀନ ବାବୁଙ୍କୁ ବିରୋଧ କରିନି । ମୁଁ ବିଜେଡି ଲୋକ ଓ ଜଣେ ପୁରୁଖା ସଦସ୍ୟ । ମୁଁ ନିର୍ବାଚନ ଲଢିବିନି, କେବଳ ବିଜୁଙ୍କ ଅନୁଗତ ହିସାବରେ ରହିବି ।’

ବହିଷ୍କାର ଉଠାଇଦେଲେ, ମୁଁ ଏବେ ବିଜେଡିରେ ରହିଛି ବୋଲି ଦାମ କହିଛନ୍ତି ।

Get real time updates directly on you device, subscribe now.