fbpx

ଓଡ଼ିଶାରେ ଲାଗୁ ହେବ ଦିନବେଳା କର୍ଫ୍ୟୁ! ଜାଣନ୍ତୁ ଏନେଇ କ’ଣ କହିଲେ ବାଚସ୍ପତି

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର): ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ଦିନବେଳା କର୍ଫ୍ୟୁ । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ଦିଆଯାଇଛି । ଆଗାମୀ ୪/୫ ଦିନ ମଧ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବାର ସମ୍ଭାବନା ରହିଛି । କରୋନା ନେଇ ସମସ୍ତ ଜନସାଧାରଣ ସଚେତନ ରହିବା ଆବଶ୍ୟକ । ତେବେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଧ୍ୟାନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.