fbpx

ଭୁବନେଶ୍ୱରରେ ବସ୍ ଭିତରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ରେଣ୍ଟାଲ କଲୋନିରେ ବସ୍ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ବସ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର କରିଛି ନୟାପଲ୍ଲୀ ପୋଲିସ । କିନ୍ତୁ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । କିଏ ଓ କାହିଁକି ଏହି ହତ୍ୟାକାଣ୍ଡ କରିଛି, ତାହା ଏବେବି ଅସ୍ପଷ୍ଟ । ଘଟଣାକୁ ନେଇ ପୋଲିସ ନିଜର ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.