fbpx

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା,୧ ।୩(ଓଡିଶା ଭାସ୍କର): ବାରିପଦା ଜେଲରେ ଥିବା ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ପିଆରଏମ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କାଲି ଯୌତୁକ ନିର୍ଯାତନା ମାମଲାରେ ସେ ଗିରଫ ହୋଇଥିଲେ । ତେବେ ମୃତ ବିଚାରାଧୀନ କଏଦୀଙ୍କ ନାମ ସୂରଜ ନାଥ ଥିବା ଜଣାପଡିଛି ।

Get real time updates directly on you device, subscribe now.