fbpx
BSKY
BJD SHG SKY
BJD MC SKY

ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ଝାରପଡା ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି । ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସଜ୍ଜା କାଟୁଥିଲା ଅଭିଯୁକ୍ତ । ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲା ରବି ଦୁଲ୍ଲା । ତେବେ ୨୦୦୮ରୁ ଗିରଫ ହୋଇ ଜେଲରେ ଥିଲା ଅଭିଯୁକ୍ତ । ବିଚାରଧୀନ କଏଦୀ ଥିବା ଅଭିଯୁକ୍ତ ରବି ଦୁଲ୍ଲାର ଆଜି ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.