fbpx
BSKY
BJD SHG SKY
BJD MC SKY

ଗ୍ରୀନ ଓ ସ୍ବଚ୍ଛ ଉର୍ଜାକୁ ପ୍ରୋତ୍ସାହନ

ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ସଂକ୍ଷରଣ କ୍ଷମତା ମହୋତ୍ସବ (ସକ୍ଷମ) ୨୦୨୧ ଆଜି ଆରମ୍ଭ ହୋଇଛି । ଆଜିଠୁ ୧୫ ଫେବ୍ରୁଆରି ଯାଏ ଚାଲିବ ସକ୍ଷମ କ୍ୟାମ୍ପେନ୍‌ । ପେଟ୍ରୋଲିଅମ ମନ୍ତ୍ରାଳୟର PCRA ପକ୍ଷରୁ ଚାଲିବ କ୍ୟାମ୍ପେନ୍ । ଇନ୍ଧନ ଉର୍ଜାର ସଂରକ୍ଷଣ ନେଇ ଚାଲିବ କ୍ୟାମ୍ପେନ୍‌ । ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେ କହିଛନ୍ତି ଯେ, ‘ସବୁ ଉର୍ଜା ଗୋଟିଏ ସୋତ୍ରରୁ ଆସିଥାଏ । ସବୁ ପ୍ରକାରର ଉର୍ଜା ନିଜ ନିଜ ମଧ୍ୟରେ ଜଡ଼ିତ ।’ ତେବେ ଏହି କ୍ୟାମ୍ପେନ୍‌ରେ ଭାଗ ନେଇ ସବୁଜ ଓ ସ୍ବଚ୍ଛ ଉର୍ଜାକୁ ପ୍ରୋତ୍ସାହିତ କରିବାକୁ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

Get real time updates directly on you device, subscribe now.