fbpx

ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

କେନ୍ଦୁଝର,୧୯ ।୧୨(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ରାୟ ଶୁଣାଇଛି ଏଡିଜେ କୋର୍ଟ । ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ଏଡିଜେ କୋର୍ଟ । ଅଭିଯୁକ୍ତ ସୁନୀଲ ନାୟକକୁ ମିଳିଛି ଫାଶୀ ଦଣ୍ଡାଦେଶ । ତେବେ ୨୦୧୭ରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିଲା । ଏହି ମାମଲାରେ ପୋକସୋ ଆଇନ ଅନୁସାରେ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ ।

Get real time updates directly on you device, subscribe now.