fbpx

୩ ଟା ସୁଦ୍ଧା ୩୨.୭% ମତଦାନ

ନୂଆଦିଲ୍ଲୀ, ୮ା୨: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର । ଦିଲ୍ଲୀ ବିଧାନସଭା ୭୦ଟି ଆସନ ପାଇଁ ୧୩, ୭୫୦ ବୁଥ୍ ହୋଇଛି । ୧.୪୭କୋଟି ଭୋଟର ଆଜି ଭୋଟ୍ ଦେଉଛନ୍ତି । ୬୭୨ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ଏହାସହ ଅପରାହ୍ନ ୩ ଟା ସୁଦ୍ଧା ୩୨.୭% ମତଦାନ ହୋଇଛି ।

Get real time updates directly on you device, subscribe now.