fbpx

ଆଜି ଘୋଷଣା ହୋଇପାରେ ଦିଲ୍ଲୀ ନିର୍ବାଚନ ତାରିଖ!

ନୂଆଦିଲ୍ଲୀ, ୬ା୧: ଦିଲ୍ଲୀରେ ନିର୍ବାଚନ ନେଇ ଆଜି ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି । ଅପରାହ୍ନ ୪ଟାରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ନେଇ ସୂଚନା ରହିଛି । ନିର୍ବାଚନ ତାରିଖ ଘୋଷଣା ସହିତ ନିର୍ବାଚନର ଆଚରଣ ବିଧି ମଧ୍ୟ ଲାଗୁ ହେବ । ଏହାସହ ଫେବୃଆରୀ ପ୍ରଥମ ସପ୍ତାହରେ ନିର୍ବାଚନ ହୋଇପାରେ । ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.