fbpx

ଦିଲ୍ଲୀର ଓଖଲାରେ ହେବ ବର୍ଜ୍ୟବସ୍ତୁର ଶକ୍ତି ଉତ୍ପାଦନ ପ୍ଲାଣ୍ଟ

ନୂଆଦିଲ୍ଲୀ, ୩୦ା୬: ଦିଲ୍ଲୀ ସ୍ଥିତ ଓଖଲାରେ ବର୍ଜ୍ୟବସ୍ତୁର ଶକ୍ତି ଉତ୍ପାଦନ ପ୍ଲାଣ୍ଟ ହେବ । ଆଇଓସିଏଲ ଓ ଏନଟିପିସି ଏବଂ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ମଧ୍ୟରେ ଏନେଇ ଏମଓୟୁ ସ୍ୱାକ୍ଷର ହୋଇଛି । ଏମଓୟୁ ସ୍ୱାକ୍ଷର ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଛନ୍ତି ଯେ ସବୁଜ ଓ ଶକ୍ତି ସମ୍ପନ୍ନ ଭବିଷ୍ୟତ ପାଇଁ ସହାୟକ ହେବ ଏହି ପ୍ରକଳ୍ପ । ଭାରତକୁ ଆତ୍ମନିର୍ଭର କରିବା ଦିଗରେ ସାହାଯ୍ୟ କରିବ ଏହି ପ୍ଲାଣ୍ଟ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶକ୍ତିମନ୍ତ୍ରୀ ଆର.କେ. ସିଂହ ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.