fbpx

ଯୁବକଙ୍କ ପେଟ ଭିତରେ ଡିଓଡ୍ରାଣ୍ଟ ବୋତଲ, ଏକ୍ସରେ ପରେ ସାମ୍ନାକୁ ଆସିଲା ସତ୍ୟ

କୋଲକାତା: ଯୁବକଙ୍କ ପେଟରେ ଡିଓଡ୍ରେଣ୍ଟ ବୋତଲ। ସ୍କାନ କରିଲା ପରେ ଜଣା ପଡ଼ିଥିଲା ପେଟ ଭିତରେ ଡିଓଡ୍ରାଣ୍ଟ ରହିଛି ବୋଲି। ବହୁତ ଯନ୍ତ୍ରଣା ହେବା ପରେ ଯୁବକ ଜଣକ ଡାକ୍ତରଖାନାକୁ ଆସିଥିଳେ। ପେଟ କଟା ହେବା ପରେ ବାହର କରାଯାଇଥିଲା ଡିଓଡ୍ରେଣ୍ଟ ବୋତଲକୁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋଲକାତା ପରଗନାର ପାର୍ଥପ୍ରତିମାରେ। ୭ ସେଣ୍ଟିମିଟରର ବୋତଲଟି ପେଟ ଭିତରେ ରହିଛି। ଏକ୍ସରେ ରେ ପୁରା ସ୍ପଷ୍ଟ ଭାବରେ ଦେଖାଯାଉଛି। ୨୭ ବର୍ଷିୟ ଏହି ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ କୋଲକାତାର ପର୍ଦୱାନ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ।

ଏକ୍ସରେ ହେବା ପରେ ସବୁ କଥା ସାମ୍ନାକୁ ଆସିଥିଲା । ଡକ୍ତର ଜାଣିବାକୁ ପାଇଥିଲେ କି ଯୁବକଙ୍କ ପେଟ ୭ ଇଞ୍ଚରରୁ ବଡ ଏକ ଡିସ ଡ୍ରେଣ୍ଟ ବୋତଲ ରହିଛି ବୋଲି । ଡାକ୍ତର ସଙ୍ଗେ ସଙ୍ଗେ ଯୁବକଙ୍କର ଅଷ୍ରସ ପାଇଁ ନିଷ୍ପତ୍ତି ନେଇଥିଲେ । ଅପରେସନ ଆରମ୍ଭ ହେବା ର ଦୁଇ ଘଣ୍ଟା ପରେ ଯାଇ ଯୁବକଙ୍କ ବେଟରୁ ଏହି ବୋତଲଟି ବାହାରକୁ ବାହାରିଥିଲା । ତେବେ ବୋତଲଟି ବାହାରକୁ ଆସିବା ପରେ ଜଣାପଡ଼ିଥିଲା ବୋତଲଟି ହେଉଛି ଏକ ଡିସଡ୍ରେଣ୍ଟ ବୋଲି ।

ବୋତଲ ପଶିଯିବା ଦ୍ୱାରା ଯୁବକଙ୍କର ଇସୋଫାଗସ୍ ନଷ୍ଟ ହୋଇଯାଇତିଲା । ତାକୁ ଅପରେସନ ଦ୍ୱାରା ଠିକ କରାଯାଇଛି । ଯୁବକଙ୍କର ଇଣ୍ଟେଷ୍ଟାଇନ ବି ପ୍ରଭାବିତ ହୋଇଛି । ଯାହାର ଭବିଷ୍ୟତରେ ସର୍ଜରୀ ଆବଷ୍ୟକ ହେବ ବୋଲି ଡାକ୍ତର କହିଛନ୍ତି । ସର୍ଜରୀ ଟିମରେ ସାମିଲ ଡା. ଅରିନ୍ଦମ ଘୋଷ କହିଛନ୍ତି କି ୨୦ ଦିନ ତରେ ଯୁବକଙ୍କର ମଳଦ୍ୱାର ସାସ୍ତା ଦେଇ ବୋତଲଟି ପେଟ ଭିତରକୁ ଚାଲିଯାଇଥିଲା । ଏହାପରେ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଝାଡ଼ା କି ପରିଶ୍ରା ହେବା ସମୟରେ ତାଙ୍କୁ ବହୁତ କଷ୍ଟ ହେଉଥିଲା । ଧିରେ ଧିରେ ତାଙ୍କ ଅବସ୍ଥା ବିଗୁଡୁଥିବାରୁ ଶୀଘ୍ର ଅପରେସନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

 

Get real time updates directly on you device, subscribe now.