fbpx

ଡିସେମ୍ବର ପହିଲାରେ ଧନୁଯାତ୍ରା ଶୁଭ ସ୍ଥାପନ

ବରଗଡ଼, ୨୯ା୧୧(ଓଡ଼ିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରଚାର ପ୍ରସାର କମିଟିର ପ୍ରସ୍ତୁତି ବୈଠକ ହୋଇଛି । ଡିସେମ୍ବର ୧ରେ ଧନୁଯାତ୍ରା ଶୁଭ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ସେହି ଉଦଘାଟନ ଉତ୍ସବରେ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟ ହେବ । ଶେଭାଯାତ୍ରାରେ ୧୫୦୦ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଧନୁଯାତ୍ରା ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ରଥ ମଧ୍ୟ ବୁଲିବ ।

Get real time updates directly on you device, subscribe now.