fbpx

ଧର୍ମେନ୍ଦ୍ର ପିଏମଓକୁ ଦେବେ ଓଡ଼ିଶାର କରୋନା ରିପୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର କରୋନା ସମ୍ପର୍କିତ ସମସ୍ତ ତଥ୍ୟ ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ)କୁ ଜଣାଇବେ ଧର୍ମେନ୍ଦ୍ର । କରୋନା ସାରା ବିଶ୍ୱରେ ଭୟାବହର ବାତାବରଣ ସୃଷ୍ଟି କରିଛି । ତେଣୁ କରୋନାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.