fbpx
BSKY
BJD MC SKY
BJD YOUTH SKY

ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ କଟକଣା ଜାରି

ଢେଙ୍କାନାଳ ,୨୧ା୨ (ଓଡିଶା ଭାସ୍କର):  ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ କଟକଣା ଜାରିକରିଛି ପ୍ରଶାସନ । କୋରୋନା ମହାମାରୀ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରୁ ସାଧୁସନ୍ଥଙ୍କୁ ମେଳାକୁ ଆସିବା ମନାହୋଇଛି । କୋଭିଡ ରିପୋର୍ଟ ଦେଖାଇ ମେଳାକୁ ଆସିବେ ଜିଲ୍ଲାର ସାଧୁସନ୍ଥ । କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.